Download Now Banner

This browser does not support the video element.

ବୌଦ୍ଧ ସଦର: ସହର ଅନ୍ତର୍ଗତ ବିଭିନ୍ନ ସାହିରେ ପାରମ୍ପରିକ ପୁରା ଉଆଁସ ପର୍ବ ପାଳିତ

Baudh Sadar, Boudh (Bauda) | Aug 23, 2025
ଶନିବାର ବୌଦ୍ଧ ସହରର ବିଭିନ୍ନ ସାହିରେ ପାରମ୍ପରିକ ପୁରା ଉଆଁସ ପର୍ବ ବାଳକ ଓ ବାଳିକା ମାନେ ହର୍ଷ ଓ ଉଲ୍ଲାସର ସହ ପାଳନ କରିଛନ୍ତି | ପ୍ରତ୍ୟେକ ସାହିରେ ବାଳକ ମାନେ ଏକାଠି ହୋଇ ମାଟି ଓ କାଠର ଚକ ଲଗା ହାତୀ ଘୋଡା ଟାଣି ଟାଣି ଖେଳି ଥିବା ବେଳେ ବାଳିକା ମାନେ ଲିଆ ଉଖୁଡ଼ା ଭୋଗ ଓ ଭଜା ଚଣା ଧରି ଖେଳିବା ଦେଖିବାକୁ ମିଳିଥିଲା l ଉକ୍ତ ପରମ୍ପରା କେଉଁ ଆବହମାନ କାଳରୁ ବୌଦ୍ଧର ପ୍ରାଚୀନ ଗଡଜାତ ରାଜ୍ୟରେ ପ୍ରଚଳିତ ଥିବା ବେଳେ ଆଧୁନିକତା ଓ ସହରୀ ଚାକଚକ୍ୟ ମଧ୍ୟରେ ଏବେ ସୁଦ୍ଧା ପୁରା ଉଆଁସ ପାଳନ ପରମ୍ପରା ବଞ୍ଚି ରହିଛି |
Read More News
T & CPrivacy PolicyContact Us