Download Now Banner

This browser does not support the video element.

କେନ୍ଦୁଝର ସହର: ଜିଲ୍ଲା ଖଣିଜ କ୍ଷେତ୍ର ପ୍ରତିଷ୍ଠାନ ର ୧୨ ତମ ଟ୍ରଷ୍ଟ ବୋର୍ଡ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଦରବାର ହଲ୍ ଠାରେ ଅନୁଷ୍ଠିତ

Kendujhar Town, Kendujhar | Sep 13, 2025
ଜିଲ୍ଲା ଖଣିଜ କ୍ଷେତ୍ର ପ୍ରତିଷ୍ଠାନ (DMF) ର ୧୨ ତମ ଟ୍ରଷ୍ଟ ବୋର୍ଡ ବୈଠକ କେନ୍ଦୁଝର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଦରବାର ହଲ୍ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଙ୍କ ସମେତ ଜିଲ୍ଲା ର ସମସ୍ତ ବିଧାୟକ, ସମସ୍ତ ସଦସ୍ୟ ଏବଂ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ଥିଲେ ।
Read More News
T & CPrivacy PolicyContact Us