Download Now Banner

This browser does not support the video element.

ତଲସରା: ସାର ନେବାପାଇଁ ବାଲିଶଙ୍କରା ଲ୍ୟାମ୍ପସ ପ୍ରାଙ୍ଗଣରେ ଠେଲାପେଲା ଚାଷୀ ଅସନ୍ତୋଷ

Talasara, Sundargarh | Aug 23, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଶଙ୍କରା ବ୍ଳକ ଅନ୍ତର୍ଗତ ବାଲିଶଙ୍କରା ଲ୍ୟାମ୍ପସ ପ୍ରାଙ୍ଗଣରେ ଚାଷୀ ମାନଙ୍କ ମଧ୍ୟରେ ଠେଲାପେଲା ହୋଇଥଲା।ଯାହା ଫଳରେ ଲ୍ୟାମ୍ପସ ଏମଡି ପରମେଶ୍ବର ମହାକୁଡ଼ ଏହି ବିଷୟରେ ତଲସରା ଥାନା କୁ ଖବର ଦେଇଥିଲେ। ତଲସରା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ବୁଝାସୁଝା କରିବା ପରେ ଚାଷୀମାନେ ଶାନ୍ତ ପଡ଼ିଥିଲେ। ତେବେ ଚାଷୀ ମାନେ ବାଲିଶଙ୍କରା ବ୍ଳକ କୁ ଆବଶ୍ୟକ ୟୁରିଆ ସାର ଯୋଗାଇ ଦେବାକୁ ଦାବି କରିଛନ୍ତିି।
Read More News
T & CPrivacy PolicyContact Us