Download Now Banner

This browser does not support the video element.

ଆସିକା: ଆଲିପୁର ପଞ୍ଚାୟତ ରେ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ,ଲୋକଙ୍କ ସମସ୍ୟା ଶୁଣିଲେ ଅଧିକାରୀ

Asika, Ganjam | Aug 25, 2025
ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ର ସମସ୍ତ ପଞ୍ଚାୟତ ରେ ସୋମବାର ଅନୁଷ୍ଠିତ ହେଉଛି ପଞ୍ଚାୟତ ସ୍ଥରୀୟ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ l ଏହି ଅବସରରେ ଆଜି ଆସିକା ବ୍ଲକ୍ ଆଲିପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଆଲିପୁର ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଜନସାଧାରଣ ଯୋଗ ଦେଇ ନିଜ ନିଜର ସମସ୍ୟାକୁ ପ୍ରଶାସନିକ ଅଧିକାରୀଙ୍କ ପାଖରେ ଜଣାଇଥିଲେ l
Read More News
T & CPrivacy PolicyContact Us