Download Now Banner

This browser does not support the video element.

ଯାଜପୁର: ଅହିୟାସ ବଙ୍ଗାଳିବାଡି ନିକଟକୁ ପୂର୍ବତନ ବିଜେପି ସଭାପତିଙ୍କ ଗସ୍ତ,ଘାଈ ମରାମତି କାର୍ଯ୍ୟର କଲେ ତଦାରଖ

Jajapur, Jajpur | Aug 30, 2025
ଅହିୟାସ ବଙ୍ଗାଳିବାଡି ନିକଟକୁ ପୂର୍ବତନ ବିଜେପି ସଭାପତିଙ୍କ ଗସ୍ତ,ଘାଈ ମରାମତି କାର୍ଯ୍ୟର କଲେ ତଦାରଖ,ତୁରନ୍ତ ଶେଷ କରିବାକୁ ବିଭାଗ୍ୟ ଅଧିକାରୀଙ୍କ ସହିତ କଲେ ଆଲୋଚନା l ଗତ କିଛିଦିନ ତଳେ ଅହିୟାସ ନିକଟରେ ଘାଇ ସୃଷ୍ଟି ହେବା ଯୋଗୁ ଅନେକ ପଂଚାୟତର କ୍ଷକ୍ଷତି ହେଇଛି l ସେପଟେ ଗତ କିଛିଦିନ ହେବ ଜିଲ୍ଲାରେ ଲଗାଣ ବର୍ଷା ଲାଗିଛି l ଯାହାଫରେ ପୁନଃଶ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ଦେଖା ଦେଇଛି l ଏହାକୁ ଦୃଷ୍ଟିରେ ତୁରନ୍ତ କିଭଳି ଘାଇର ମରାମତି ହେବ ପ୍ରଶାସନ ପକ୍ଷରୁ କାର୍ଯ୍ୟ ଆରମ୍ଭ ହେଇଛି l ସେପଟେ ଘାଇର କିଭଳି କାର୍ଯ୍ୟ ଚାଲିଛି ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି
Read More News
T & CPrivacy PolicyContact Us