Download Now Banner

This browser does not support the video element.

କେନ୍ଦୁଝର ସହର: ମାଟକାମବେଡା, ପିଏଚଡି, କୋଲ୍ଲବରପଦା ଅଞ୍ଚଳରେ ଅବକାରୀ ଚଢାଉ, ୫୪ ଲିଟର ଦେଶୀ ମଦ ଜବତ ସହ ୩ ଗିରଫ

Kendujhar Town, Kendujhar | Sep 26, 2025
ଚମ୍ପୁଆ ଅବକାରୀ ନିରୀକ୍ଷକ ଶ୍ରୀ ଏଚ ଜଗ୍ଗା ରାଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆଜି ଅବକାରୀ ବିଭାଗ ପକ୍ଷରୁ ବଲାଣି ଓ ବଡବିଲ ଥାନା ଅନ୍ତର୍ଗତ ମାଟକାମବେଡା, ପିଏଚଡି, କୋଲ୍ଲବରପଦା ଅଞ୍ଚଳରେ ଚଢାଉ କରା ଯାଇଥିଲା। ଏହି ଚଢ଼ାଉରେ ୫୪ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
Read More News
T & CPrivacy PolicyContact Us