This browser does not support the video element.
ପୋଲସରା: ଗୌଡ଼ିଆବୋରଦା ପଞ୍ଚାୟତ କାର୍ଯ୍ୟାଳୟ ରେ 500 ରୁ ଉର୍ଦ୍ଧ ପରିବାର କୁ ଡଷ୍ଟବିନ ବଣ୍ଟନ ମେଳା
Polasara, Ganjam | Aug 23, 2025
ସ୍ୱଚ୍ଛ ରହିଲେ ପରିବେଶ ସୁସ୍ଥ ରହିବ ସମାଜ l ସ୍ୱଛ ପରିବେଶ ପାଇଁ କେନ୍ଦ୍ର ସରକାର ଙ୍କ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା l ଏହି ଯୋଜନା ମାଧ୍ୟମରେ ପ୍ରତି ଘରକୁ ଡଷ୍ଟବିନ ବଣ୍ଟନ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଗୌଡ଼ିଆବୋରଦା ପଞ୍ଚାୟତ ର ପାଞ୍ଚ ସହରୁ ଉର୍ଦ୍ଧ ପରିବାରକୁ ଡଷ୍ଟବିନ ବଣ୍ଟନ କରାଯାଇଛି l ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏନେଇ ଏକ ମେଳା ଆୟୋଜନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ସରପଞ୍ଚ ସୁନ୍ଦରୀ ମହାରଥା ଯୋଗଦେଇ ହିତାଧିକାରୀଙ୍କୁ ଙ୍କ ଡଷ୍ଟବିନ ବଣ୍ଟନ କରିଥିଲେ l