Download Now Banner

This browser does not support the video element.

ତାଳଚେର ସଦର: କଣ୍ଢାଳ ଗ୍ରାମ ଛକ ଜାତୀୟ ରାଜପଥରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା, ଉଭୟ ଚାଳକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି

Talcher Sadar, Angul | Aug 27, 2024
ତାଳଚେର ବ୍ଲକ କଣ୍ଢାଳ ଗ୍ରାମ ଛକ ଜାତୀୟ ରାଜପଥରେ ମଙ୍ଗଳବାର ମଧ୍ୟାହ୍ନରେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ ଚାଳକଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡିଛି l ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଯାଇଥିବା ଜଣାପଡ଼ିଛି l ଉଭୟଙ୍କ ମଧ୍ୟରୁ ଜଣଙ୍କ ଘର ନିକଟସ୍ଥ କାଳନ୍ଦୀ ପ୍ରାସାଦ ବୋଲି କୁହାଯାଉଥିବା ବେଳେ ଅନ୍ୟ ଜଣେଙ୍କ ସ୍ପଷ୍ଟ ଠିକଣା ମିଳିପାରିନାହିଁ l
Read More News
T & CPrivacy PolicyContact Us