Download Now Banner

This browser does not support the video element.

ପୋଲସରା: କରସିଙ୍ଗି ଗ୍ରାମର ଜଣେ ମୃତକ ଙ୍କ ପରିବାର କୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ବିଧାୟକ

Polasara, Ganjam | Oct 4, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମ ଗ୍ରସ୍ତ କରିଛନ୍ତି ପୋଲସରା ପୂର୍ବତନ ବିଧାୟକ ତଥା ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ l ସେ ଗ୍ରାମ ରେ ରାଜେନ୍ଦ୍ର ନାୟକଙ୍କ ପୁତ୍ର ସଡ଼କ ଦୃଘଟଣା ରେ ପ୍ରାଣ ହରାଇଥିବା ଖବର ପାଇ ମୃତକ ଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି l
Read More News
T & CPrivacy PolicyContact Us