Download Now Banner

This browser does not support the video element.

ନୟାଗଡ: ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ନୟାଗଡ଼ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାର କୃଷି ଓ କୃଷକ ମାନଙ୍କ ମୁଖ୍ୟ ସମସ୍ୟା ନେଇ ସାମ୍ବାଦିକ ସମ୍ମିଳନୀ

Nayagarh, Nayagarh | Aug 22, 2025
ନୟାଗଡ଼ ସ୍ତିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ନୟାଗଡ଼ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାର କୃଷି ଓ କୃଷକ ମାନଙ୍କ ମୁଖ୍ୟ ସମସ୍ୟା ଗୁଡ଼ିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ । ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ନୟାଗଡ଼ ସ୍ତିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ନୟାଗଡ଼ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାର କୃଷି ଓ କୃଷକ ମାନଙ୍କ ମୁଖ୍ୟ ସମସ୍ୟା ଗୁଡ଼ିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଜିର କାର୍ଯ୍ୟକ୍ରମ ରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକ, ପୂର୍ବତନ ଜିଲ୍ଲା ସଭାପତି ରଣଜିତ
Read More News
T & CPrivacy PolicyContact Us