Download Now Banner

This browser does not support the video element.

ପରଜଙ୍ଗ: ମୋଦିଙ୍କ ୭୫ ତମ ଜନ୍ମଦିନ ପାଇଁ କାମାକ୍ଷାନଗର ବନ ବିଭାଗ ପକ୍ଷରୁ ଗଡ଼ିଲା ବିକାଶ ରଥ। ରାଜ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ ପାଇଁ ହେଲା ଚାରା ବିତରଣ।

Parajang, Dhenkanal | Sep 9, 2025
ମୋଦିଙ୍କ ୭୫ ତମ ଜନ୍ମଦିନ ପାଇଁ କାମାକ୍ଷାନଗର ବନ ବିଭାଗ ପକ୍ଷରୁ ଗଡ଼ିଲା ବିକାଶ ରଥ। ରାଜ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ ପାଇଁ ହେଲା ଚାରା ବିତରଣ। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ରେଞ୍ଜ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନ ଉପଲକ୍ଷେ ବନ ବିଭାଗ ପକ୍ଷରୁ ମଙ୍ଗଳାବର ମଧ୍ୟାହ୍ନ ୧୨ଟାରେ ଗଡ଼ିଛି ବିକାଶ ରଥ। ଏହା ମାଧ୍ୟମରେ ଗାଁ ଗାଁକୁ ଯାଇ ବୃକ୍ଷ ବଣ୍ଟନ କରୁଛି ବନ ବିଭାଗ।ରାଜ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ ପାଇଁ ଯୋଜନା ରଖିଛି ବିଭାଗ। ଏହି କାର୍ଯ୍ୟକ୍ରମକୁ ଅନୁଗୋଳ ଆରସିସିଏଫ ସଞ୍ଜୟ ସ୍ୱାଇଁ ଉଦଘାଟନ କରିଛନ୍ତି। ଢେଙ୍କାନା
Read More News
T & CPrivacy PolicyContact Us