Download Now Banner

This browser does not support the video element.

କୋରାପୁଟ ସହର: ଗ୍ରାମସଭାର ବିନା ସମ୍ମତିରେ ବାଲଦା ଖଣି ଖନନ ମଞ୍ଜୁରୀକୁ ବିରୋଧ କରି ଅତିଥି ଭବନରେ ନାଗେଶ୍ଵରୀ ଖଣି ବିରୋଧୀଙ୍କ ସାମ୍ବାଦିକ ସମ୍ମିଳନୀ

Koraput Town, Koraput | Sep 29, 2025
ଜଙ୍ଗଲ ଅଧିକାର ଆଇନକୁ ଉଲ୍ଲଂଘନ କରି ବାଲଦା ନାଗେଶ୍ଵରୀ ଖଣି ଖନନକୁ ପରିବେଶ ମଞ୍ଜୁରୀକୁ ବେଆଇନ ଦାବି କରି ସୋମବାର ଅତିଥି ଭବନରେ ଦିନ ୨ଟା ସମୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବାଲଦା ନାଗେଶ୍ଵରୀ ଖଣି ବିରୋଧୀ ସଂଘ କର୍ମକର୍ତ୍ତା ସହ ଲୋକ ଶକ୍ତି ଅଭିଯାନର ସଭାପତି ତଥା ଜନ ଆନ୍ଦୋଳନ ରାଷ୍ଟ୍ରୀୟ ସମନ୍ୱୟର ନେତା ପ୍ରଫୁଲ୍ଲ ସାମନ୍ତରାୟ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସରକାର ଖଣି ଖନନ ମଞ୍ଜୁରୀକୁ ବାତିଲ ନକଲେ ନାଗେଶ୍ଵରୀ ଗୁମ୍ଫା, ପବିତ୍ର ପୁଷ୍କରିଣୀ ସହ ଝରଣା,ଜଙ୍ଗଲ ସୁରକ୍ଷା ପାଇଁ ଆନ୍ଦୋଳନ ବ୍ୟାପକ ହେବ ବୋଲି ସୂଚନା ଦିଆଯାଇଛି।
Read More News
T & CPrivacy PolicyContact Us