Download Now Banner

This browser does not support the video element.

ସୁନ୍ଦରଗଡ ସହର: ସଂସ୍କୃତ ଭବନରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ, ଯୋଗଦେଲେ ଉପବାଚସ୍ପତି

Sundargarh Town, Sundargarh | Sep 5, 2025
ସୁନ୍ଦରଗଡ ଶୁକ୍ରବାର ଦିନ ୧୨ ଟା ୩୦ ମିନିଟ୍ ସମୟରେ ସଂସ୍କୃତ ଭବନ ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପ ବାଚସ୍ପତି ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us