This browser does not support the video element.
ମୋହନା: ମୋହନା ସ୍ଥିତ ସଂସ୍କୃତ ଭବନ ଠାରେ ମୋହନା ବିଜେପି ମଣ୍ଡଳ ପକ୍ଷରୁ କର୍ମଶାଳା ଅନୁଷ୍ଠିତ।
Mohana, Gajapati | Sep 7, 2025
ମୋହନା ସ୍ଥିତ ସଂସ୍କୃତ ଭବନ ଠାରେ ମୋହନା ବିଜେପି ମଣ୍ଡଳ ପକ୍ଷରୁ କର୍ମଶାଳା ଅନୁଷ୍ଠିତ।ଓଡ଼ିଶା ରାଜ୍ୟ ବିଜେପି ର ଆଗ୍ରହ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଜନ୍ମ ଦିବସ ଉପଲକ୍ଷେ ଆସନ୍ତା ୧୭ ସେପ୍ଟେମ୍ବର ଠାରୁ ୦୨ ଅକ୍ଟୋବର ପର୍ଯ୍ୟନ୍ତ ସେବାପକ୍ଷ ପାଳନ କରିବା ପାଇଁ ମୋହନା ସ୍ଥିତ ସଂସ୍କୃତ ଭବନ ଠାରେ ଆଜି ଦିନ ୧୨ ଘଣ୍ଟ ସମୟରେ ମୋହନା ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ସେବାପକ୍ଷ ପ୍ରତ୍ୟକ ବୁଥ୍ ରେ ସ୍ଵଚ୍ଛତା ଅଭିଯାନ