Download Now Banner

This browser does not support the video element.

କେନ୍ଦୁଝର ସହର: ସୋୟାବାଲି ଫୁଟବଲ ପଡିଆ ନିକଟରେ ଚଢାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ ସହ ୧୧ ଜଣ ଅଭିଯୁକ୍ତ ଗିରଫ କଲା ପୋଲିସ

Kendujhar Town, Kendujhar | Aug 31, 2025
ବଡ଼ବିଲ ଥାନା ଅଂଚଳରେ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା କ୍ରମରେ ପୋଲିସକୁ ବଡ ସଫଳତା ହାସଲ ହୋଇଛି। ସୋୟାବାଲି ଫୁଟବଲ ପଡିଆ ନିକଟରେ ଗଞ୍ଜେଇ କାରବାର ହେଉଥିବା ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଡବିଲ ପୋଲିସ ସେଠାରେ ଚଢାଉ କରିଥିଲା। ଚଢାଉ କ୍ରମରେ ଜଣେ ମୁଖ୍ୟ ଅଭିଯୁକ୍ତ ଧରା ପଡିଥିବା ବେଳେ ଘଟଣା ସ୍ଥଳରୁ ୨୧ କେଜି ୮୯୫ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ପୋଲିସ୍ ଘଟଣାର ଅଧିକ ତଦନ୍ତ କରି ସହର ମଧ୍ୟରେ ଏହି କାରବାରରେ ଜଡ଼ିତ ଆହୁରି ୧୦ ଜଣଙ୍କୁ ଗିରଫ କରିଛି।
Read More News
T & CPrivacy PolicyContact Us