This browser does not support the video element.
କଣ୍ଟାମାଳ: ପଲଶାପଡା ଗ୍ରାମର ଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର I ହତ୍ୟା ନା ଆତ୍ମହତ୍ୟା ପୋଲିସ ତଦନ୍ତ
Kantamal, Boudh (Bauda) | Sep 23, 2025
ମହୁଲ ଗଛରୁ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର I ହତ୍ୟା ନା ଆତ୍ମହତ୍ୟା ଅସ୍ପଟ I ସୂଚନା ମତେ ଘଣ୍ଟାପଡା ଥାନା ନାରାୟଣ ପ୍ରସାଦ ପଂଚାୟତ ରିଙ୍ଗାପଡା ର ପଳସାପଡା ଗ୍ରାମର ଏକ ବିଲର ମହୁଲ ଗଛରେ ଆଜି ଅପରାହ୍ନ ରେ ଗ୍ରାମର 18ବର୍ଷୀୟ ଯୁବକ ମୁକେଶ ପାତ୍ର ଝୁଲନ୍ତା ମୃତ ଦେହ ଦେଖିଥିଲେ ଗ୍ରାମବାସି ଓ ପରିବାର I ଘଣ୍ଟାପଡା ପୋଲିସ କୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ଘଣ୍ଟାପଡା ଥାନା ଅଧିକାରୀ ଖବର ପାଇ ପହଂଚି ମୃତ୍ୟୁ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି I ଏହା ହତ୍ୟା ନ