This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନାଗେଶ୍ୱର ଟାଙ୍ଗୀରେ ଘରେ ପଶି ଭଙ୍ଗା ରୁଜା ଘଟଣା, ଅଭିଯୁକ୍ତ କୁ ଗିରଫ କଲା ଲିଙ୍ଗରାଜ ଥାନା ପୋଲିସ
Bhubaneswar M Corp, Khordha | Sep 12, 2025
ନାଗେଶ୍ୱର ଟାଙ୍ଗୀରେ ଘରେ ପଶି ଭଙ୍ଗା ରୁଜା ଘଟଣା, ଅଭିଯୁକ୍ତ କୁ ଗିରଫ କଲା ଲିଙ୍ଗରାଜ ଥାନା ପୋଲିସ | ଅଭିଯୋଗକାରିଣୀ ଅନ୍ୟ କିଛି ବ୍ୟକ୍ତିଙ୍କ ସହି ମିଶି ଏକ ସଂଗଠନ ଗଠନ କରିଥିଲେ ଏବଂ ନାଗେଶ୍ୱରଟାଙ୍ଗୀ ସ୍ଥିତ ପ୍ଲଟ୍ ନଂ-୪୯୯ ରେ ଥିବା କୋଠାର ଦ୍ବିତୀୟ ମହଲାରେ ଏହି ସଂଗଠନର କାର୍ଯ୍ୟାଳୟ ରହିଛି । ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏକ ଟିପ୍ପଣୀକୁ ଆଧାର କରି ଏକ ନିର୍ଦ୍ଦିଷ୍ଟ ଦଳ ଅନ୍ତର୍ଭୁକ୍ତ ଅଭିଯୁକ୍ତ ଏବଂ ତାଙ୍କର ଏକାଧିକ ସହଯୋଗୀ ଅଭିଯୋଗକାରିଣୀଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ ।