Download Now Banner

This browser does not support the video element.

ଲାଞ୍ଜିଗଡ: ବିଜେପୁର ଛକରେ ବୃଦ୍ଧଙ୍କୁ ବାଇକ ଦେଲା ଧକ୍କା,ବୃଦ୍ଧ ଗୁରୁତରବିଶ୍ଵନାଥ ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି।

Lanjigarh, Kalahandi | Aug 27, 2025
ବିଜେପୁର ଛକରେ ବୃଦ୍ଧଙ୍କୁ ବାଇକ ଦେଲା ଧକ୍କା ଜଣେ ଗୁରୁତରବିଶ୍ଵନାଥ ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି। ଆଜି ବିଶ୍ଵନାଥ ପୁର ସ୍ଥିତ ବିଜେପୁର ଛକରେ ବାଇକ ଧକ୍କାରେ ବୃଦ୍ଧ ଗୁରୁତର ହୋଇଥିବା ସୁଚନା। ଗୁରୁତର ବୃଦ୍ଧ ଜଣକ ହେଲେ ବେନ ଗାଁ ପନ୍ଚାୟତ ଅନ୍ତର୍ଗତ ପଦ୍ମଥାପା ଗ୍ରାମ ର ମୁକ୍ତେଶ୍ଵର ବୋଲି ଜଣାପଡ଼ିଛି। ବୃଦ୍ଧ ଅମ୍ବାଦୋଲା ଠାରୁ ନିଜ କାମ ସାରି ନିଜ ଗାଁ ପଦ୍ମ ଥାପା କୁ ଯିବା ସମୟରେ ବିଜେପୁର ଛକରେ ଏକ ବାଇକ ଧକ୍କା ଦେବ ଫଳରେ ତଳେ ପଡି ଗୁରତର ହୋଇଥିବା ଦେଖି ବିଶ୍ଵନାଥ CHC ରେ ଭର୍ତ୍ତି କରାଇଲେ ସ୍ଥାନୀୟ ଲୋକେ।
Read More News
T & CPrivacy PolicyContact Us