Download Now Banner

This browser does not support the video element.

ଅନୁଗୋଳ: ଏଫସିଆଇ ନିକଟରେ କୁକୁର ସହିତ ଧକ୍କା ହୋଇ ଜଣେ ଗୁରୁତର

Anugul, Angul | Sep 13, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଏଫସିଆଇ ଛକ ନିକଟରେ ଜଣେ ବ୍ୟକ୍ତି ବାଇକରେ ଯାଉଥିବା ବେଳେ କୁକୁର ସହିତ ଧକ୍କା ହୋଇ ଯାଇଥିଲେ। ଯାହା ଫଳରେ ତାଙ୍କୁ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି।
Read More News
T & CPrivacy PolicyContact Us