Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଅସ୍ତକ ଠାରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

Bhadrak Rural, Bhadrak | Aug 26, 2025
ବନ୍ୟାଞ୍ଚଳ ପରିଦର୍ଶନ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ। ଆଜି ଅପରାହ୍ନ ସମୟରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ହସନାବାଦ ପଞ୍ଚାୟତ ଅସ୍ତକ ଗ୍ରାମର ବନ୍ୟା ଅଞ୍ଚଳ ବୁଲି ଦେଖିଛନ୍ତି ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ। ତେବେ ବନ୍ୟା ରେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ମନ୍ତ୍ରୀ ସେମାନଙ୍କ ପାଖରେ ପହଞ୍ଚି ଦୁଃଖ ବୁଝିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଯାହା ସୁବିଧା ଦରକାର ତାହା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
Read More News
T & CPrivacy PolicyContact Us