Download Now Banner

This browser does not support the video element.

ଆସିକା: ବୋଲସର ଗ୍ରାମ ରାସ୍ତାର ଉନ୍ନତି କରଣ ଲାଗି ଭିତ୍ତିପରସ୍ତର ଦେଲେ ଆସିକା ବିଧାୟକ

Asika, Ganjam | Sep 28, 2025
ଖାଲ ଖମା ରାସ୍ତା ରୁ ମିଳିବ ମୁକ୍ତି l ଗ୍ରାମ ମୁଖ୍ୟ ରାସ୍ତା ର ହେବ ଉନ୍ନତି କରଣ l ନିର୍ବାଚିତ ପ୍ରତିନିଧି ଙ୍କ ପ୍ରଚେଷ୍ଟା ରେ ଆଜି ଦିଆଗଲା ଭିତ୍ତିପ୍ରସ୍ତର l ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ବ୍ଲକ ବୋଲସର ଗ୍ରାମ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ର ଉନ୍ନତି କରଣ ଲାଗି ଆଜି ଆସିକା ବିଧାୟକ ସରୋଜ ପାଢ଼ୀ ବୋଲସର ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ପୂର୍ବତନ ସରପଞ୍ଚ ପ୍ରତିନିଧି ପରିଚାଳନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସନମାନିତ ଅତିଥି ଭାବେ ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ ବୀରେନ୍ଦ୍ର ଖଟାଇ, ବୋଲସର ସରପଞ୍ଚ, ସମମିତି ସଭ୍ୟ l
Read More News
T & CPrivacy PolicyContact Us