This browser does not support the video element.
ପାରାଦୀପ: ପାରାଦୀପ ବନ୍ଦରର ଶାସନ ଶଚିବଙ୍କ ଦ୍ବାରା ସାକ୍ଷରତା ସମିତିର ଜଳଛତ୍ର ଉଦଘାଟନ।
Paradip, Jagatsinghpur | Apr 18, 2024
ପାରାଦୀପ ବନ୍ଦର ପ୍ରାଧିକରଣ ଦ୍ବାରା ପରିଚାଳିତ ଏକ ସାମାଜିକ ଅନୁଷ୍ଠାନ ସାକ୍ଷରତା ସମିତି ଦ୍ବାରା ଆହ୍ଲାବାଦ ବ୍ୟାଙ୍କ ଏଟିଏମ ନିକଟରେ ଜଳ ଛତ୍ର ଆରମ୍ଭ କରିଥିଲେ। ଏହି ଜଳଛତ୍ରକୁ ଆନୁଷ୍ଠାନିକ ଭାବେ ପାରାଦୀପ ବନ୍ଦର ଶାସନ ସଚିବ ଶ୍ରୀ URM ରାଜୁ, ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବନ୍ଦର କ୍ୟାପ୍ଟେନ ଡିସି ସାହୁ, ଉପସ୍ଥିତ ରହିଥିଲେ। ଏହା ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ପାଇଁ ଏହା ଗ୍ରୀଷ୍ମ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରକାଶ କରିଛନ୍ତି।