Download Now Banner

This browser does not support the video element.

ମାଲକାନଗିରି: ଜୁନିଅର ରେଡ଼କ୍ରସର ଅଣ ତାଲିମ ପରାମର୍ଶଦାତା ଶିବିର ମାଲକାନଗିରି ଜିଲ୍ଲା ଏମଭି୭ ସ୍ଥିତ ଜଗନ୍ନାଥପଲ୍ଲୀ ଉଚ୍ଚବିଦ୍ୟାଳୟରେ ଉଦଘାଟିତ

Malkangiri, Malkangiri | Sep 6, 2025
ଜୁନିଅର ରେଡ଼କ୍ରସର ଅଣ ତାଲିମ ପରାମର୍ଶଦାତା ତିନି ଦିନିଆ ଶିବିର ମାଲକାନଗିରି ଜିଲ୍ଲା ସ୍ଥିତ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମଭି ୭ରେ ଉଦଘାଟିତ ହୋଇଯାଇଛି, ଏହି ଶିବିର ୩ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜିର ଉଦଘାଟନି ସଭାରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ରେଡ଼କ୍ରସ ୟୁନିଟ୍ ର ଉପାଧ୍ଯକ୍ଷ ବେଦବର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରେଡ଼ କ୍ରସର ମୁଖ୍ୟ ଉଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ପ୍ରକାଶ କରିଥିଲେ।
Read More News
T & CPrivacy PolicyContact Us