This browser does not support the video element.
ବୌଦ୍ଧ ସଦର: ଜିଲ୍ଲାର ବିଭିନ୍ନ ନଦୀ କୂଳିଆ ଗ୍ରାମ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ
Baudh Sadar, Boudh (Bauda) | Sep 5, 2025
ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ନଦୀ କୂଳିଆ ଗ୍ରାମ ପରିଦର୍ଶନ କରିଛନ୍ତି ପ୍ରଶାସନିକ ଅଧିକାରୀ l ହୀରାକୁଦ ଜଳ ଭଣ୍ଡାରରୁ 19 ଗୋଟି ଗେଟ ଖୋଲାଯିବା ପରେ ମହାନଦୀର ଜଳ ସ୍ତର ବୃଦ୍ଧି ପାଇଛି l ସେଥିପାଇଁ ଜନ ସାଧାରଣ କିମ୍ବା ଗୃହ ପାଳିତ ପ୍ରାଣୀ ମହାନଦୀ ମଧ୍ୟକୁ ନାଜିବା ପାଇଁ ସଚେତନ କରାଇବା ସକାଶେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବ୍ଲକର ବିଡ଼ିଓ, ତହସିଲଦାର, ଜଳ ସେଚନ ବିଭାଗ ଯନ୍ତ୍ରୀ ପରିଦର୍ଶନ କରିଛନ୍ତି |