Download Now Banner

This browser does not support the video element.

କୋରେଇ: କାଉନସିଲରଙ୍କୁ ବ୍ୟାସନଗର ସ୍ଥିତ ଓଏମସି କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

Korai, Jajpur | Aug 23, 2025
କାଉନସିଲରଙ୍କୁ ବ୍ୟାସନଗର ସ୍ଥିତ ଓଏମସି କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ l ସୂଚନା ଅନୁଯାୟୀ ଆଜି ଯାଜପୁର ବ୍ୟାସନଗର ପୌରପରିଷଦ ୧ନମ୍ବର ୱାର୍ଡ ସ୍ଥିତ ଫେରୋକ୍ରମ ପ୍ଲାଣ୍ଟକୁ ସ୍ଥାନୀୟ ଅଞ୍ଚଳର ୫ଜଣ କାଉନସିଲର ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ଦେବାପାଇଁ ଯାଇଥିବା ବେଳେ ସେମାନେ OMC କର୍ମଚାରୀଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ଏହି ଘଟଣାକୁ ନେଇ କାଉନସିଲ ସଭ୍ୟ ସଭ୍ୟା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l
Read More News
T & CPrivacy PolicyContact Us