Download Now Banner

This browser does not support the video element.

ଜଗତସିଂହପୁର: ଜଗତସିଂପୁର ଚାନ୍ଦୋଳ ଛକ ଠାରେ ଗୁରୁବାର ସନ୍ଧ୍ୟାରେ କାର ସହ ବାଇକ ଧକ୍କା ହେବାରୁ କାର ଭାରସାମ୍ୟ ହରାଇ କେନାଲ କୁ ଖସିପଡିଥିଲା

Jagatsinghapur, Jagatsinghpur | Aug 21, 2025
ଗୁରୁବାର ସନ୍ଧ୍ୟା ୫ଟାରେ ଚାନ୍ଦୋଳ ଛକ ନିକଟରେ ଏକ କାର ସହ ବାଇକ ଧକା ହୋଇଥିଲା, ଫଳରେ କାର ଚାଳକ ଭାରସାମ୍ୟ ହରାଇବାରୁ କାର ଟି ନିକଟରେ ଥିବା କେନାଲ ପାଣି କୁ ପଶି ଯାଇଥିଲା, ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି।
Read More News
T & CPrivacy PolicyContact Us