This browser does not support the video element.
ପୋଲସରା: ବୁଗୁଡ଼ା ବ୍ଲକ ସାହି ଦ୍ୱତୀୟ ଲାଇନ ରୁ କାବୁ ହେଲା ମୋବାଇଲ ଚୋର, ଘରେ ପସି ମୋବାଇଲ ଚାରି ବେଳେ ଧରିଲେ ଲୋକେ
Polasara, Ganjam | Aug 21, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ର ବ୍ଲକ ସାହି ର ଦ୍ୱତୀୟ ଲାଇନ ରୁ ଆଜି ଜଣେ ମୋବାଇଲ ଚୋରକୁ କାବୁ କରଛନ୍ତି ଲୋକେ l ସୂଚନା ଅନୁସାରେ ସାହିର ଜଣେ ବ୍ୟକ୍ତି ଙ୍କ ଘରେ ପସି ଜଣେ ଯୁବକ ମୋବାଇଲ ଫୋନ ଚୋରୀ ପାଇଁ ଉଦ୍ୟମ କରୁଥିବା ବେଳେ ଉକ୍ତ ଘର ର ଲୋକେ ଜାଣି ପାରି ଯୁବକୁ କାବୁ କରିଛନ୍ତି l ଯୁବକ ର ହାତ ବାନ୍ଧି ଘରେ ଅଟକ ରଖିବା ସହ କାହିଁକି ଘର ଭିତରେ ପଶିଥିଲା ପଚାରି ସାହି ବାସିନ୍ଦା କୁ ଖବର ଦେଇଥିଲେ l ଖବର ପ୍ରଘଟ ହେବାପରେ ଆଖପାଖ ଲୋକେ ରୁଣ୍ଡ ହେବା ସହ ଯୁବକ କୁ ପଚରା ଉଚ୍ଚରା କରିଥିଲେ l