Download Now Banner

This browser does not support the video element.

ଲାଞ୍ଜିଗଡ: ଗୋପାଳପୁର ସରକାରୀ SSD ବାଳିକା ବିଦ୍ୟାଳୟ ଠାରେ ପକ୍ସୋ ଆଇନ ନେଇ ସଚେତନତା ଶିବିର ଅନୁଷ୍ଠିତ

Lanjigarh, Kalahandi | Sep 12, 2025
ଶୁକ୍ରବାର ଥୁଆମୁଳ ରାମପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଗୋପାଳପୁର ସରକାରୀ SSD ବାଳିକା ବିଦ୍ୟାଳୟ ଠାରେ ପକ୍ସୋ ଆଇନ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହେଇଯାଇଛି। ଏଥିରେ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ମାନ୍ୟବର JMFC ଡାକ୍ତର ତାରିଣୀ ପ୍ରସାଦ ସାହୁ ଯୋଗ ଦେଇ ପକ୍ସୋ ଆଇନ ନେଇ ବୁଝାଇ ଥିଲେ।
Read More News
T & CPrivacy PolicyContact Us