Download Now Banner

This browser does not support the video element.

ଓରିଏଣ୍ଟ: ଦକ୍ଷିଣ ପୂର୍ବ ରେଳବାଇ ମେନ୍ସ ୟୁନିୟନ ଅଫିସ ଝାରସୁଗୁଡା ଶାଖାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Orient, Jharsuguda | Aug 21, 2025
ଦକ୍ଷିଣ ପୂର୍ବ ରେଳବାଇ ମେନ୍ସ ୟୁନିୟନ ଅଫିସ ଝାରସୁଗୁଡା ଶାଖାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଆଜି ଗୁରୁବାର ସନ୍ଧ୍ୟା ପ୍ରାୟ ୭ ଟା ରୁ ୭ ଟା ୩୦ ଯାଏଁ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ୟୁନିୟନର କର୍ମଚାରୀମାନେ ଉପସ୍ଥିତ ରହି ସେମାନଙ୍କ ଦୁଇ ଜଣରେଲୱେ କର୍ମଚାରୀ ଙ୍କ ଫୋନ୍ ହ୍ୟାକ୍ ସମ୍ବନ୍ଧରେ ସୂଚନା ଦେଇଛନ୍ତି l ରେଳବାଇ କର୍ମଚାରୀ ଟିକୁ ଖାନ ଏବଂ ଗଙ୍ଗାଧର ଠାକୁର ଙ୍କ ମୋବାଇଲ ହ୍ୟାକର ମାନେ ହ୍ୟାକ କରିବା ସହ ତାଙ୍କ ଫୋନ ରୁ ବିଭିନ୍ନ ଗ୍ରୁପ କୁ ଅଶ୍ଳୀଳ ଫୋଟୋ ପଠାଇଛନ୍ତି l
Read More News
T & CPrivacy PolicyContact Us