Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ଜିଲ୍ଲାରେ ସାର ସଙ୍କଟ ସହ କଳାବଜାରୀ ରୋକିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ କୃଷକ କଲ୍ୟାଣ ମଞ୍ଚ

Koraput Town, Koraput | Sep 1, 2025
ଜିଲ୍ଲାରେ ସାର ସଙ୍କଟ ଦେଖା ଦେଇଛି ଆଉ ଏହି ସମୟରେ କଳାବଜାରୀ ଆରମ୍ଭ ହୋଇଛି। ନକଲି ସାର ବିକ୍ରୀ ଆରମ୍ଭ ହୋଇଛି ଯାହାକୁ ନେଇ କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ତୁରନ୍ତ ସମସ୍ୟାର ସମାଧାନ କରନ୍ତୁ। ଚାଷୀ କିଭଳି ସାର ପାଇବେ ସେନେଇ ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ଆଜି ଦିନ ୨ଟା ସମୟରେ କୋରାପୁଟ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।
Read More News
T & CPrivacy PolicyContact Us