Download Now Banner

This browser does not support the video element.

ବଡଚଣା: ରସୁଲପୁର ବ୍ଲକ ବଡ଼କଇଁଚି ଗାଁରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଅବସରପ୍ରାପ୍ତ ଶିକ୍ଷକ ସଙ୍ଘ ପକ୍ଷରୁ ଗୁରୁ ପୂଜନ ସମ୍ମାନ ଉତ୍ସବ ଅନୁଷ୍ଠିତ

Badachana, Jajpur | Sep 5, 2025
ରସୁଲପୁର ବ୍ଲକ ବଡ଼କଇଁଚି ଗାଁରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଅବସରପ୍ରାପ୍ତ ଶିକ୍ଷକ ସଙ୍ଘ ପକ୍ଷରୁ ଗୁରୁ ପୂଜନ ସମ୍ମାନ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଆଜି ଅବସରପ୍ରାପ୍ତ ଶିକ୍ଷକ ସଙ୍ଘ ସଭାପତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ଉପ-ସଭାପତି ଯଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ରାଜ୍ୟର ବିକାଶ ପାଇଁ ଶିକ୍ଷକ ମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ l ବିଶେଷ ଭାବରେ ରାଜ୍ୟର ଶିକ୍ଷକ ମାନେ ଯେଭଳି ଉତ୍ତମ ଛାତ୍ରଛାତ୍ରୀ ବାହାରିବା ପାଇଁ ଶିକ୍ଷାଦାନ ପ୍ରଦାନ କରୁଛନ୍ତି ତାକୁ ପ୍ରଶଂସା କରିଥିଲେ ଶ୍ରୀ ଦାସ l
Read More News
T & CPrivacy PolicyContact Us