This browser does not support the video element.
ତଲସରା: ନୂଆଗାଁ ଦେଇ ଶଙ୍ଖ ନଦୀ ପାର ହୋଇ ଝାରଖଣ୍ଡ ଜଙ୍ଗଲକୁ ଫେରିଗଲେ ୨୩ ଟିକିଆ ବଣୁଆ ହାତୀ ପଲ
Talasara, Sundargarh | Sep 23, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ଗତ ୨୫ ଦିନ ଧରି ରହିଥିବା ବଣୁଆ ହାତୀ ପଲ ଆଜି ନୂଆଗାଁ ଦେଇ ଶଙ୍ଖ ନଦୀ ପାର ହୋଇ ଝାରଖଣ୍ଡ ରାଜ୍ୟ ଜଙ୍ଗଲକୁ ଫେରିଥିବା ବଡ଼ଗାଁ ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ବଣୁଆ ହାତୀ ପଲ ଗତ ୨୫ ଦିନ ଧରି ବଡ଼ଗାଁ ର ବିଭିନ୍ନ ଜଙ୍ଗଲ କୂଳ ଗ୍ରାମ ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତ କରିଥିଲେ।