This browser does not support the video element.
ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହ ପରିସରରେ ଉତ୍ତେଜନା
Anugul, Angul | Aug 26, 2025
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହ ପରିସରରେ ଉତ୍ତେଜନା ଲାଗି ରହିଥିଲା।ମଙ୍ଗଳବାର ସନ୍ଧ୍ୟା ସାଢେ଼ ଛଅଟା ପର୍ଯ୍ୟନ୍ତ ଏହି ଉତ୍ତେଜନା ଲାଗି ରହିଥିଲା। ଖବର ପାଇ ଘଟଣା ସ୍ଥଳରେ ଅନୁଗୋଳ ପୋଲିସ ଚାରି ଥର ପହଞ୍ଚି ବୁଝାସୁଝା କରିବା ସହିତ ମୃତକଙ୍କ ପରିବାର ପକ୍ଷରୁ ଅନୁଗୋଳ ବିଧାୟକକୁ ମଧ୍ୟ ଅଭିଯୋଗ କରିଥିଲେ।