Download Now Banner

This browser does not support the video element.

ନର୍ଲା: ଗୋରକେଲ୍ ଗାଁ ରେ ମାଁ କର୍ଲାସନୀ ଙ୍କ ଝାମଯାତ୍ରା ଅନୁଷ୍ଟିତ

Narala, Kalahandi | Sep 12, 2025
ଗୋରକେଲ୍ ଗାଁ ରେ ମାଁ କର୍ଲାସନୀ ଙ୍କ ଝାମଯାତ୍ରା ଅନୁଷ୍ଟିତ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ କୁର୍ମେଲ୍ ପଞ୍ଚାୟତ ର ଗୋରକେଲ୍ ଗାଁ ରେ ମାଁ କର୍ଲାସନୀ ଙ୍କ ଝାମଯାତ୍ରା ମହା ଆଡ଼ମ୍ବର ସହିତ ପାଳନ କରାଯାଇଛି। ଦୀର୍ଘ ତିନି ପିଢ଼ି ରୁ ଅନୁଷ୍ଟିତ ହେଉଥିବା ଉକ୍ତ ଯାତ୍ରା ରେ ୧୨ ହାତ ଲମ୍ବ ର ଏକ ନିଆଁ କୁଣ୍ଡରେ କାଳୀସି ଲାଗିଥିବା ବ୍ୟକ୍ତି ଖାଲି ପାଦରେ ଚାଲିଥାନ୍ତି। ସେଥିପାଇଁ ଗାଁ ଲୋକେ ସକାଳ ଆଠଟାରୁ ବଡ଼ ବଡ଼ କାଠ କୁ ଜାଳି ଅଙ୍ଗାର ପ୍ରସ୍ତୁତ କରିଥାନ୍ତି।
Read More News
T & CPrivacy PolicyContact Us