Download Now Banner

This browser does not support the video element.

ପାଟଣାଗଡ: ବ୍ଳକ ପରିସରରେ ଦିନ ଦୟାଳ ଗ୍ରାମ୍ୟଣ କୋଶଲ୍ୟ ଯୋଜନା ଅନ୍ତର୍ଗତ ଗୋଷ୍ଠୀ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ

Patnagarh, Balangir | Aug 26, 2025
ପାଟଣାଗଡ଼ ବ୍ଲକ ପରିସରରେ ଜିଲ୍ଲା ପ୍ରଶାସନ ଓ ଓରମାସ ଦ୍ୱାରା ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତ ଗୋଷ୍ଠି ସ୍ତରୀୟ ପରାମର୍ଶ ଶିବିର ମଙ୍ଗଳବାର ଅପରାହ୍ନ ରେ ଅନୁଷ୍ଠିତ ହୋଇ ଯାଇଛି।  ପାଟଣାଗଡ଼ ବିଡ଼ିଓ ସୁମନ ମିଞ୍ଜ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ ଶହ ଶହ ବେକାର ଯୁବକ ଯୁବତୀ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us