Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ଥାନା ଅନ୍ତର୍ଗତ ଧୁଡିଆପଡା ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

Sambalpur M, Sambalpur | Sep 9, 2025
ବୁର୍ଲା ଥାନା ଅନ୍ତର୍ଗତ ଧୁଡିଆପଡା ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର | ମୃତକ ଜଣକ ହେଲେ ବରୁଣ ସାହୁ | ହତ୍ଯା କରି ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିବା ସନ୍ଦେହ କରୁଛି ପୋଲିସ | ତେବେ ଆଜି ଦିନ ପ୍ରାୟ 11 ଟା ରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଥିବା ଜଣା ପଡିଛି | ଏହା ସହ ପୋଲିସ ତଦନ୍ତ ଚଳାଇଥିବାବେଳେ ବରୁଣଙ୍କ ସାଙ୍ଗ ମାନଙ୍କୁ ଖୋଜୁଥିବା ଜଣାପଡିଛି l ବରୁଣ ବୁର୍ଲା ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଛି l ତେବେ ତାଙ୍କୁ କିଏ ହତ୍ୟା କରିଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ l
Read More News
T & CPrivacy PolicyContact Us