Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଅନାସ୍ଥା ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଭୁବନେଶ୍ୱର ଅତିଥି ଭବନରେ ପ୍ରତିକ୍ରିୟା ରଖିଲେ ବିଧାୟକ ହିମାଂଶୁ ଶେଖର ସାହୁ
Bhubaneswar M Corp, Khordha | Aug 21, 2025
ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ୭୦ ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ ଯାଜପୁର ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟ ମୂଳକ ପରେ ଧର୍ମଶାଳାର ବିଧାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି , ଯାଜପୁର ଧର୍ମଶାଳା ବ୍ଲକରେ ବିଜୁ ଜନତା ଦଳ କରୁଥିବା ଅରାଜକତା ବନ୍ଦ ହୋଇଛି। ଅନାସ୍ଥା ଭୟରେ ବ୍ଲକ ଅଧକ୍ଷ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!