Download Now Banner

This browser does not support the video element.

ଝାରସୁଗୁଡା: ବର୍ଷା ଏବଂ ବଜ୍ରପାତ କୁ ଦୃଷ୍ଟିରେ ରଖି ଆଜି ଝାରସୁଗୁଡା ଜିଲ୍ଲା କୁ ଇୟେଲୋ ୱାରନିଙ୍ଗ ଜାରି କରିଛି ପାଣିପାଗ ବିଭାଗ

Jharsuguda, Jharsuguda | Sep 12, 2025
ବର୍ଷା ଏବଂ ବଜ୍ରପାତ କୁ ଦୃଷ୍ଟିରେ ରଖି ଆଜି ଝାରସୁଗୁଡା ଜିଲ୍ଲା କୁ ଇୟେଲୋ ୱାରନିଙ୍ଗ ଜାରି କରିଛି ପାଣିପାଗ ବିଭାଗ l ଗତ କିଛି ଦିନ ଧରି ଝାରସୁଗୁଡା ଜିଲ୍ଲାରେ ଯୋର ବର୍ଷା ହେଉଥିବାବେଳେ ଆଜି ଶୁକ୍ରବାର ମଧ୍ୟ ଝାରସୁଗୁଡା ଜିଲ୍ଲାର କିଛି ସ୍ଥାନରେ ପବନ, ବଜ୍ରପାତ ସହ ବର୍ଷା ଆରମ୍ଭ ହୋଇଛି l ବର୍ଷା କୁ ଦୃଷ୍ଟି ରେ ରଖି ଆଜି ଶୁକ୍ରବାର ସକାଳ ୮ ଟା ୩୦ ରୁ ଶନିବାର ସକାଳ ୮ ଟା ୩୦ ଯାଏଁ ପାଣିପାଗ ବିଭାଗ ପକ୍ଷରୁ ଝାରସୁଗୁଡା ଜିଲ୍ଲା କୁ ଇୟେଲୋ ୱାରନିଙ୍ଗ ଜାରି କରାଯାଇଛି l
Read More News
T & CPrivacy PolicyContact Us