Download Now Banner

This browser does not support the video element.

ଖଲ୍ଲିକୋଟ୍: ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ ସ୍ତରୀୟ କ୍ରୀଡା ସମୂହ ପ୍ରତିଯୋଗିତା ଉଦ୍ଘାଟିତ, ଯୋଗଦେଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ

Khalikote, Ganjam | Sep 11, 2025
ଖଲ୍ଲିକୋଟ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜୋନ ସ୍ତରୀୟ କ୍ରୀଡା ସମୂହ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଆଜି ଦିନ ସାଢ଼େ ୧୧ ଟା ସମୟରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ଚାରୋଟି ଜୋନ ତଥା ଖଲ୍ଲିକୋଟ, କଞ୍ଚଣା, ଖୋଜାପଲ୍ଲୀ ଓ କହ୍ନେଇପୁର ଜୋନ ର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।
Read More News
T & CPrivacy PolicyContact Us