Download Now Banner

This browser does not support the video element.

ନୟାଗଡ ସଦର: ନୂଆଗାଁ କାଚପଲ୍ଲୀ ଗାଁ ର ମହିଳା ଙ୍କୁଘରୋଇ କଳି କୁ ନେଇ ଆକ୍ରମଣ,, ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି,

Nayagarh Sadar, Nayagarh | Sep 20, 2025
ସୂଚନା ଅନୁସାରେ ଆଜି 7ଘଟିକା ସମୟ ରେ ଘରୋଇ କଳି କୁ କେନ୍ଦ୍ର କରି, ଅମୀୟ ସାହୁ ନାମକ ଯୁବକ ଜଣକ ମହିଳା ଙ୍କୁ କ୍ରମଣ, ଫଳରେ ମହିଳା ଙ୍କ ମୁଣ୍ଡ ଫାଟି ମହିଳା ଆହତ, ମହିଳା ଜଣକ କାଚପଲ୍ଲୀ ଗାଁ କମଳିନି ସାହୁ, ମହିଳା ଆହତ ହୋଇ ମୁଖ୍ୟ ଚିକିତ୍ସା ଳୟ ରେ ଭର୍ତି,ମୁଣ୍ଡ ରେ ଆଘାତ ଲାଗିଥିବା ବେଳେଚିକିତ୍ସା ଧୀନ ଥିବା ସୂଚନା ମିଳିଛି
Read More News
T & CPrivacy PolicyContact Us