This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଜିଲ୍ଲା ସାମ୍ବାଦିକ ଭବନରେ ଗଣ୍ଡା ସମାଜ କଲ୍ୟାଣ ପରିଷଦ ବୁର୍ଲା ପକ୍ଷରୁ 26 ତମ ପଞ୍ଜିକୃତ ଦିବସ ପାଳିତ
Sambalpur M, Sambalpur | Aug 31, 2025
ଗଣ୍ଡା ସମାଜ କଲ୍ୟାଣ ପରିଷଦ ବୁର୍ଲା ପକ୍ଷରୁ 26 ତମ ପଞ୍ଜିକୃତ ଦିବସ ପାଳନ ସହ ଦିବଂଗତ ପ୍ରତିଷ୍ଠାତା ସଦସ୍ୟ ଙ୍କ ସୃତି ସମ୍ମାନ ପ୍ରଦାନ ର ଆୟୋଜନ ଜିଲ୍ଲା ସାମ୍ବାଦିକ ଭବନ ସମ୍ବଲପୁର ଠାରେ ସଭାପତି ନିହାଲ ସିଂଙ୍କ ଅଧ୍ୟକ୍ଷତା ରେ ଆଜି ଦିନ ପ୍ରାୟ 12 ଟା ରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପ୍ରତିଷ୍ଠାତା ଉପଦେଷ୍ଟା ମିନକେତନ ବାଦୀ, ସମ୍ମାନିତ ଅତିଥି ଗଦାଧର ନିଆଲ, ଭବାନୀ ଶଙ୍କର ସୋହେଲା, ରୁପାଞ୍ଜଳି ରନବିଡା ଯୋଗ ଦେଇଥିଲେ l ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ କ୍ଷେତ୍ରମଣୀ ବିଭାର, ବାସୁଦେବ ଲୁହା ପ୍ରମୁଖ ଉପସ୍ଥିତ ରହି ନିଜ