Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ନୂଆବନ୍ଧ ସାହି ବୁଲି ଡ୍ରେନେଜ ସମସ୍ୟା ବୁଝିଲେ ବିଧାୟକ

Nabarangapur PS, Nabarangpur | Aug 26, 2025
ନୂଆବନ୍ଧ ସାହି ବୁଲି ଡ୍ରେନେଜ ସମସ୍ୟା ବୁଝିଲେ ବିଧାୟକ ସହର ସ୍ଥିତ ନୂଆବନ୍ଧ ସାହି ରୁ ରାଜୁ ସାହି ପର୍ଯ୍ୟନ୍ତ ଡ୍ରେନେଜ ର ସମସ୍ୟା ଥିବା ଅଭିଯୋଗ ପାଇ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଉକ୍ତ ଅଞ୍ଚଳ କୁ ଗସ୍ତ କରି ସମସ୍ୟା ବିଷୟରେ ଲୋକ ଙ୍କୁ ପଚାରି ବୁଝିଥିଲେ ପରେ ବିଧାୟକ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ବିଭାଗୀୟ ଯନ୍ତ୍ରୀ ଙ୍କୁ ସେଠାକୁ ଡକାଇ ତୁରନ୍ତ ସମସ୍ୟାର ସମାଧାନ ପାଇ ନିର୍ଦେଶ ଦେଇଥିଲେ, ବିଧାୟକଙ୍କ ସହ ନଗରପାଳ ଶ୍ରୀ କୁନୁ ନାୟକ, କାଉନସିଲର ଶ୍ରୀମତୀ ଶର୍ମିଷ୍ଠା ଦେଓ ଏବଂ ଆଇ ମୁରଲୀ କ୍ରିଷ୍ଣା ମଧ୍ୟ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us