Download Now Banner

This browser does not support the video element.

ନୂଆପଡା: ଖଡ଼ିଆଳ ହୋଟେଲ ଶ୍ୟାମକୁଞ୍ଜ ଠାରେ ଯୁବ କଂଗ୍ରେସ ତରଫରୁ “ୟୁଥ ଜୋଡୋ ବୁଥ ଜୋଡୋ”କାର୍ଯ୍ୟକ୍ରମ ଅନୁଷ୍ଠିତ

Nuapada, Nuapada | Aug 21, 2025
ଖଡ଼ିଆଳ ସ୍ଥିତ ହୋଟେଲ ଶ୍ୟାମକୁଞ୍ଜ ଠାରେ ଯୁବ କଂଗ୍ରେସ ତରଫରୁ “ୟୁଥ ଜୋଡୋ ବୁଥ ଜୋଡୋ”କାର୍ଯ୍ୟକ୍ରମ ଆଜି ୨ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ ଅହୀର ସଭାପତିତ୍ୱ କରିଥିଲେ । ନୂଆପଡା ଜିଲ୍ଲା ଯୁବ କଂଗ୍ରେସ ପ୍ରଭାରୀ ତଥା ପ୍ରଦେଶ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ବେଣୁପାଣି ଦୁର୍ଗା, ବରିଷ୍ଠ ନେତା ପ୍ରବୀଣ ପଟ୍ଟନାୟକ, ବରିଷ୍ଠ ନେତା ଗରିଆମଣି ସଗରିଆ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ ଯୁବ ନେତା ପ୍ରଦୀପ ବେହେରା ନେତୃତ୍ୱ ନେଇଥିଲେ।
Read More News
T & CPrivacy PolicyContact Us