Download Now Banner

This browser does not support the video element.

ଆସିକା: ଡୁଙ୍ଗୁରି ଗ୍ରାମରେ ବାରାହା ଆକ୍ରମଣ ରେ ମହିଳା ମୃତ ଘଟଣା,ଆସିକା ଶବ ବ୍ୟବଛେଦ ଗୃହ ରେ ହେଲା ବ୍ୟବଛେଦ, ପ୍ରତିକ୍ରିୟା ରଖିଲେ ସମ୍ପର୍କୀୟ

Asika, Ganjam | Sep 13, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କବିସୂର୍ଯ୍ୟନଗର ଥାନା ଡୁଙ୍ଗୁରି ଗ୍ରାମ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଗ୍ରାମର ପଦ୍ମାବତୀ ପୋଲାଈ ନାମକ ମହିଳା ଚାଷ ଜମି କୁ ଯାଇ ଫେରିବା ସମୟ ରେ ବାରାହା ଆକ୍ରମଣ ର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଛି l ମୃତ୍ୟୁ ପରେ ମହିଳା ଙ୍କ ମୃତଦେହ ଆଜି ଆସିକା ଉପଖଣ୍ଡ ଚିକିତ୍ସାଳୟ ଶବ ବ୍ୟବଛେଦ ଗୃହ ରେ ଭର୍ତି କରାଯାଇଛି l ଦାୟିତ୍ୱ ରେ ଥିବା ଡାକ୍ତର ଶବ ବ୍ୟବଛେଦ ପରେ ମୃତଦେହ ପରିବାର ସଦସ୍ୟ ଙ୍କୁ ହସ୍ତାନ୍ତର କରାଯାଇଛି l
Read More News
T & CPrivacy PolicyContact Us