Download Now Banner

This browser does not support the video element.

ଭୋଗରାଇ: କୃଷ୍ଣନଗର ରେ ତାଳସାରି ସାମୁଦ୍ରିକ ପୋଲିସ ଓ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସଚେତନତା ଶିବିର ଅନୁଷ୍ଠିତ ।

Bhograi, Balasore | Aug 30, 2025
କୃଷ୍ଣନଗର ରେ ତାଳସାରି ସାମୁଦ୍ରିକ ପୋଲିସ ଓ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସଚେତନତା ଶିବିର ଅନୁଷ୍ଠିତ । ଭୋଗରାଇ ବ୍ଲକ ତାଳସାରି ଉଦୟପୁର ,ରଣସିଂହପୁର , କୀର୍ତିନିଆ ଆଦି ସ୍ଥାନରେ ଚାଲିଥିବା ଡଙ୍ଗା ଗୁଡିକରେ ଥିବା ମତ୍ସ୍ୟଜୀବୀ ମାନଙ୍କ ସହିତ ସମୁଦ୍ର ମଝିରେ କିଛି ଅଘଟଣ ଘଟିଲେ ସେଠାରୁ ସେମାନେ କେମିତି ନିଜକୁ ସୁରକ୍ଷିତ ରଖିବେ ସେ ନେଇ ଉପସ୍ଥିତ ଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ସଚେତନତା କରାଯାଇଥିଲା ।
Read More News
T & CPrivacy PolicyContact Us