This browser does not support the video element.
ପୋଲସରା: ଡୁଙ୍ଗୁରି ଗ୍ରାମରେ ବାରାହା ଆକ୍ରମଣ ରେ ମହିଳା ମୃତ
Polasara, Ganjam | Sep 13, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଡୁଙ୍ଗୁରି ଗ୍ରାମରେ ବାରାହା ଆକ୍ରମଣ ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଛି l ମୃତ ମହିଳା ସେହି ଗ୍ରାମର ପଦ୍ମାବତୀ ପୋଲାଈ ହୋଇଥିବା ବେଳେ ସେ ଗତକାଲି ସନ୍ଧ୍ୟାରେ ଚାଷ ଜମିକୁ ଯାଇ ଫେରିବା ସମୟରେ ବାରାହା ଆକ୍ରମଣ ର ଶିକାର ହୋଇଥିଲେ l ରାତି ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଚାଷ ଜମିରେ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ l