This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଏସ ସି ଏସ ଟି ସମନ୍ୱୟ ଆକ୍ସନ କମିଟି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲପାଳଙ୍କୁ ଦାବିପତ୍ର
Jharsuguda, Jharsuguda | Sep 10, 2025
ଝାରସୁଗୁଡା ଜିଲ୍ଲା ଏସ ସି ଏସ ଟି ସମନ୍ୱୟ ଆକ୍ସନ କମିଟି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି l ଆଜି ବୁଧବାର ପୂର୍ବାହ୍ନ ୧୧ ଟା ୩୦ ରେ ଜିଲ୍ଲାପାଳ ଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛି ଝାରସୁଗୁଡା ଜିଲ୍ଲା ଏସ ସି ଏସ ଟି ସମନ୍ୱୟ ଆକ୍ସନ କମିଟି l ଡିସିପି ପାହ୍ୟା ର ଅଧିକାରୀ ମାନେ ଆଟ୍ରୋସିଟି ମାମଲା ର ତଦନ୍ତ କରୁଥିବାବେଳେ ଆଇଆଇସି ମାନେ ଏହି ମାମଲା ର ତଦନ୍ତ କରି ପାରିବେ ବୋଲି ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ପୋଲିସ କାର୍ଯ୍ୟାଳୟ କୁ ଚିଠି କରାଯାଇଛି ।