This browser does not support the video element.
ରାୟଗଡା: ଅଭ୍ୟାସ ଟେକ୍ନ ସ୍କୁଲ୍ ପରିସରରେ ନିଆର ଡଙ୍ଘ ପାଳନ କଲା ପବିତ୍ର ଗୁରୁ ଦିବସ
Rayagada, Rayagada | Sep 5, 2025
ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଭ୍ୟାସ ଟେକ୍ନ ସ୍କୁଲ୍ ପରିସରରେ ଆଜି ନିଆରା ଢଙ୍ଘ ରେ ପାଳନ୍ କଲା ଗୁରୁ ଦିବସ।ଏଠାରେ ପାଠ ପଢ଼ାଉଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଗୁରୁ ମାନଙ୍କୁ ପୂଜାର୍ଚ୍ଚନା କରିଥିଲେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା