Download Now Banner

This browser does not support the video element.

ଯାଜପୁର: ବ୍ୟାସନଗର ସ୍ଥିତ ଟାଉନ ହଲରେ କୋରେଇ ନିର୍ବାଚନ ମଣ୍ଡଳୀ ବିଧାନସଭା ଏସିଡିସି ବୈଠକ ଅନୁଷ୍ଠିତ,ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ

Jajapur, Jajpur | Aug 26, 2025
ବ୍ୟାସନଗର ସ୍ଥିତ ଟାଉନ ହଲରେ କୋରେଇ ନିର୍ବାଚନ ମଣ୍ଡଳୀ ବିଧାନସଭା ଏସିଡିସି ବୈଠକ ଅନୁଷ୍ଠିତ ହେଇଯାଇଛି l ଆଜି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ କୋରେଇ ବିଧାୟକ ଆକାଶ ଦାସନାୟକ ଓ ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ ନିର୍ବାଚନ ମଣ୍ଡଳୀସ୍ତରୀୟ ସମସ୍ୟା ଉପରେ ଆଲୋଚନା କରିଥିଲେ l ଏହି ବୈଠକରେ ସ୍ୱାସ୍ଥ୍ୟ,ରାସ୍ତା,ପାଣି, ଜମିଜମା, ଶିକ୍ଷା ଓ ଡ୍ରେନଜ ସମସ୍ୟା ଉପରେ ବିଧାୟକ ସମୀକ୍ଷା କରିଥିଲେ l ଜିଲ୍ଲାପାଳ କିଭଳି ପୂଜା ସମୟରେ ଚୋରା ମଦ ବେପାର ଉପରେ ରୋକ ଦିଆଯିବ ଅବକାରୀ ବିଭାଗ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ
Read More News
T & CPrivacy PolicyContact Us