This browser does not support the video element.
କୋରେଇ: କୋରେଇ ଥାନା ବଳଦିଆ ଛକରେ ଭାରସାମ୍ୟ ହରାଇ ଓଲଟିଲା ମାଲବାହୀ ଟ୍ରକ,ଚାଳକ,ହେଲ୍ପର ଆହତ
Korai, Jajpur | Sep 6, 2025
କୋରେଇ ଥାନା ବଳଦିଆ ଛକରେ ଭାରସାମ୍ୟ ହରାଇ ଓଲଟିଲା ମାଲବାହୀ ଟ୍ରକ,ଚାଳକ,ହେଲ୍ପର ଆହତ l ଆଜି ଏକ ମଲବାହୀ ଟ୍ରକ ଗାଡି କେନ୍ଦୁଝର ଜିଲ୍ଲା ଆଡୁ ଆସୁଥିଲା l ହଠାତ କୌଣସି କାରଣରୁ ଟ୍ରକ ଗାଡିଟି ଭାରସାମ୍ୟ ହରାଇ ବଳଦିଆ ଛକରେ ଓଲଟି ପଡିଲା l ଫଳରେ ଟ୍ରକ ଗାଡିର ଚାଳକ ଓ ହେଲ୍ପର ଆହତ ହେଇଥିଲେ l ସେପଟେ ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ଆହତ ଦୁଇଜଣଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ l